*ବରମୁଣ୍ଡା ବସ୍ଷ୍ଟାଣ୍ଡରେ ନକଲି ଟିକେଟ ରାକେଟ୍...*
*ଭୁବନେଶ୍ୱର: ବରମୁଣ୍ଡା ବସ୍ଷ୍ଟାଣ୍ଡରେ ନକଲି ବସ୍ ଟିକେଟ ବିକ୍ରି ହେଉଛି। କିଛି ଦୁର୍ବୃତ୍ତ ବସ୍ଷ୍ଟାଣ୍ଡ ପରିସରରେ ଏହି ରୢାକେଟ୍ ଚଳାଇଛନ୍ତି। ଏକୁଟିଆ ଯାତ୍ରା କରୁଥିବା ଯୁବତୀ, ମହିଳା ଯାତ୍ରୀ ଏବଂ ପାଠ ପଢ଼ିନଥିବା ଲୋକଙ୍କୁ ଟାର୍ଗେଟ୍ କରି ଟିକେଟ କରାଇଦେବା ଆଳରେ ଲୁଟୁଛନ୍ତି। ଠକେଇର ଶିକାର ଲୋକେ କାନମୁଣ୍ଡା ଆଉଁସି ପୁଣି ଥରେ ଯାଇ କାଉଣ୍ଟର୍ରୁ ଟିକେଟ କାଟୁଛନ୍ତି। ଏଭଳି ଅଧିକାଂଶ ଘଟଣାରେ ଥାନାରେ କୌଣସି ଅଭିଯୋଗ ହେଉନଥିବାରୁ ଦୁର୍ବୃତ୍ତମାନେ ସହଜରେ ଖସିଯାଉଥିବା ଅଭିଯୋଗ ହୋଇଛି।*


admin 
