ମାଥିଲି ରଥ ଯାତ୍ରା କୁ ଆଖି ଆଗରେରଖି ସଜ ବାଜ କରୁଛନ୍ତି ପୂର୍ବତନ ବିଧାୟକ ପୁର୍ଣ ଚନ୍ଦ୍ର ବାକା

ମାଥିଲି ରଥ ଯାତ୍ରା କୁ ଆଖି ଆଗରେରଖି ସଜ ବାଜ କରୁଛନ୍ତି ପୂର୍ବତନ ବିଧାୟକ ପୁର୍ଣ ଚନ୍ଦ୍ର ବାକା
ମାଥିଲି ତା 19/06/2025(ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଠାରେ ଆଗାମୀ ଦିନରେ ହଉଥିବା ରଥ ଯାତ୍ରାକୁ ଦୃଷ୍ଟିରେ ରଖି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ର ପୂର୍ବ ତନବିଧାୟକ ପୁର୍ଣ ଚନ୍ଦ୍ର ବାକା ଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହଇ ଯାଇଛି l ରଥ ଯାତ୍ରାରେ କେମିତି ଗାଁ ଗଣ୍ଡାରୁ ଆସିଥିବା ଲୋକେ ଶୃଙ୍ଖଳିତ ଭାବେ ଯାତ୍ରା ଦେଖିବେ ଓ ସୁରୁ ଖୁରୁରେ ଭାବରେ ଦେଖିପାରିବେ ତାକୁନେଇ ଆଲଚନା କରିଥିଲେ l ପ୍ରଶାସନ ଅଧିକାରୀ ମାନଙ୍କୁ ମଧ୍ୟ ଆଲୋଚନା କରିଥିଲେ ଲୋକେ ନିଜ ନିଜ ପରିବାର କୁ ଧରି ଶ୍ରୀ ଗୁଣ୍ଡିଚା ଯାତ୍ରା ଦେଖିବାକୁ ଆସି କିପରି ସୁରକ୍ଷିତଭାବରେ ରହି ନିଜ ପରିବାର କୁ ନେଇସୁରକ୍ଷିତ ଭାବରେ ଘରକୁ ଫେରିବେ ତାହାନେଇ ଆଲୋଚନା କରିଥିଲେ l ଏହି ଆଲାଚନାରେ ଏମ ଡି ଆକବର, ବ୍ଲକ ଅଧକ୍ଷ ମହେଶ କୁମାର ବାକା, ପ୍ରଶାନ୍ତ ପାତ୍ର,ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ରହି ଥିଲେ l ଶ୍ରୀ ବାକା କହିଛନ୍ତି ଯେ ଭଗବାନ ସମସ୍ତଙ୍କର ଏଠି ସର୍ବ ଦଳ ରହିଭଗବାନ ଙ୍କ ପାଇଁ ଆମେ କାମ କରିବା ଓ ଲୋକଙ୍କ ସୁରକ୍ଷା ପାଇଁ ଆମେ ଦାଇତ୍ୱ ନେଲେ ଭଲହୁଅନ୍ତା ଖାଲିପ୍ରଶାସନ ଙ୍କୁ ଭରଷା କଲେ ହବନାହିଁ ଗାଁ ଗହଳି ର ଲୋକେ ନିଶା ଦ୍ରବ୍ୟ କରି ବେଫରିଆ ଗାଡି ଚାଲେ ଥାନ୍ତି ଆମେ ସମସ୍ତେ ସର୍ବଦଳିଅ ଏକାଠି ହଇକାମ କରିବା ବୋଲି ପୂର୍ଵ ତନ ବିଧାୟକ ପୁର୍ଣ ଚନ୍ଦ୍ର ବାକା କହିଛନ୍ତି l
ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର