ଯୁଦ୍ଧ ଘୋଷଣା ନକଲେ ମୋଦିଙ୍କ ନାକ କଟିଯିବ... !!

ଯୁଦ୍ଧ ଘୋଷଣା ନକଲେ ମୋଦିଙ୍କ ନାକ କଟିଯିବ... !! ମୋଦିଙ୍କ ନାକ କଟିଯିବା ପରିସ୍ଥିତିରେ । ପହଲଗାମ ଆତଙ୍କୀ ହମ୍‌ଲାର କଡ଼ା ଜବାବ ଦିଆ ନଗଲେ, ଦେଶର ୧୪୩ କୋଟି ଜନତାଙ୍କ ଆଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଛାତି ଫୁଲାଇ ଚାଲି ପାରିବେନି । ଧାରା ୩୭୦ ଉଚ୍ଛେଦ କରାଗଲେ, ଜମ୍ମୁ-କଶ୍ମୀର ମାଟିରେ ଆଉ ଆତଙ୍କବାଦୀ ସଂଗଠନ ପାଦ ପକାଇ ପାରିବନି ବୋଲି ଦେଶବାସୀଙ୍କ ଆଗରେ ମୋଦୀ କହିଥିଲେ। ହେଲେ କଂଗ୍ରେସ ଓ ଉମର ଅବଦୁଲାଙ୍କ ନ୍ୟାସନାଲ କନ୍‌ଫ୍ରେନ୍ସ ଦଳର ମିଳିତ ସରକାର ଆସିବା ପରେ ଆତଙ୍କବାଦୀ ସଂଗଠନ ସକ୍ରିୟ ହୋଇଯାଇଛି।

ଯୁଦ୍ଧ ଘୋଷଣା ନକଲେ ମୋଦିଙ୍କ ନାକ କଟିଯିବ... !!