ଯାଦବଙ୍କ ଭୁବନେଶ୍ବର ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା.
ଅଖିଳେଶଙ୍କ_ଈଶାରା ଶ୍ରୀକାନ୍ତଙ୍କ_ଗତି_କୁଆଡ଼େ -ଅଖିଳେଶ ଯାଦବଙ୍କ ଭୁବନେଶ୍ବର ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା.*
*-ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କୁ ସାକ୍ଷାତ କରିବେ କହିଲେ*
*-ସମାଜବାଦୀ ପାର୍ଟିକୁ ଓଡ଼ିଶାରେ ସଂଗଠିତ କରିବାକୁ ଆସିଛି ବୋଲି କହିଲେ*
*-ଏପରି ସ୍ଥିତିରେ ଶ୍ରୀକାନ୍ତ ଜେନାଙ୍କୁ ବାସଭବନରେ ସାକ୍ଷାତକୁ ନେଇ ଚର୍ଚ୍ଚା.*
*-‘ଓଡ଼ିଶାରେ ସମାଜବାଦୀ ପାର୍ଟି ବଢ଼ିବା ନେଇ ଆଲୋଚନା କରିବି’*
*-‘ସମାଜବାଦୀ ପାର୍ଟିର ଏଠି ବଡ଼ ସଂଗଠନ ନାହିଁ’*
*-‘ଲୋକଙ୍କୁ ଯୋଡ଼ିବା ପାଇଁ ଆମର ଉଦ୍ୟମ ରହିବ’*
*-ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ଗତି କୁଆଡ଼େ, ବଢ଼ିଲା ସସ୍ପେନ୍ସ.*