ରାତିରେ_ଅତିକ୍ରମ_କରିବ_ଗଭୀର_ଅବପାତ
ବଙ୍ଗୋପସାଗରରେ ପଶ୍ଚିମ ମୁହାଁ ଗଭୀର ଅବପାତ
ଗତ ୬ ଘଣ୍ଟା ଧରି ୭ କିମି ବେଗରେ ଗତି କରୁଛି ଗଭୀର ଅବପାତ
ଗୋପାଳପୁରର ଦକ୍ଷିଣରେ ୧୫୦ କିମି ଦୂରରେ କେନ୍ଦ୍ରୀଭୂତ
ପୁରୀର ଦକ୍ଷିଣ-ଦକ୍ଷିଣପୂର୍ବରେ ୨୨୦ କିମି ଦୂରରେ ରହିଛି
କଳିଙ୍ଗପାଟନମରୁ ୧୦୦ କିମି, ବିଶାଖାପାଟଣାରୁ ୧୮୦ କିମି ଦୂରରେ
ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇବା ସମ୍ଭାବନା
ଆଜି ରାତି ସୁଦ୍ଧା ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ ସମ୍ଭାବନା
ବିଶାଖାପାଟଣା-ଗୋପାଳପୁର ମଧ୍ୟରେ କଳିଙ୍ଗପାଟନମ ନିକଟ ହୋଇ ଅତିକ୍ରମ କରିବ


admin 
