*ନକଲି ନୋଟ୍ରେ ବାଇକ୍ କିଣି ଫସିଲା*
*-ବରଗଡ଼: ନକଲି ନୋଟ୍ରେ ବାଇକ୍ କିଣିବା ବେଳେ ଧରିଲା ପୋଲିସ*
*-୪୫ ହଜାରର ନକଲି ନୋଟ୍ ସହ ଧରାପଡ଼ିଲା ନାବାଳକ*
*-ସେକେଣ୍ଡ ହ୍ୟାଣ୍ଡ ବାଇକ୍ କିଣୁଥିବା ବେଳେ ଧରାପଡ଼ିଲା*
*-ଶହେ, ୨ ଶହ ଓ ୫ ଶହ ଟଙ୍କିଆ ନକଲି ନୋଟ୍ ଜବତ*
*-ସୁନ୍ଦରଗଡ଼ରୁ ଆସି ବାଇକ୍ କିଣୁଥିଲା, ଟାଉନ୍ ଥାନା ପୋଲିସର ପଚରାଉଚରା*


admin 
