,,ରିଲାନ୍ସ ର ଦାଦା ଗିରି ଚାଷୀ ଙ୍କ  ଉପରେ    .

,,ରିଲାନ୍ସ ର ଦାଦା ଗିରି ଚାଷୀ ଙ୍କ  ଉପରେ     .

,,ରିଲାନ୍ସ ର ଦାଦା ଗିରି ଚାଷୀ ଙ୍କ  ଉପରେ     .

,ଚାଷୀଙ୍କ ଚାଷ କରୁ ଥିବା ଚାଷ ଜମିକୁ ଯିବା ପାଇଁ ରାସ୍ତାକୁ ମାଡ଼ି ବସୁଛି କମ୍ପାନୀ।ତ କେତେବେଳେ କିଛି ବିଲଡର ମାନେ କିନ୍ତୁ  ମଧ୍ୟ ଏବେ  ଏବେ କିଛି କମ୍ପାନୀ ମାନଙ୍କର ଦାଦା ଗିରି ଚାଲିଛି l 
ଟାଙ୍ଗୀ - ଚୌଦ୍ୱାର ବ୍ଲକ ଅନ୍ତର୍ଗତ ବାଣୀପଦା ଗ୍ରାମପଞ୍ଚାୟତର ଚାଙ୍ଗୁଡ଼ିଆ ଗ୍ରାମର ଚାଷଜମି କୁ ଯିବା ରାସ୍ତା କୁ ଅବରୋଧ କରୁଛି ରିଲାୟଂଶ କମ୍ପାନୀ, ୧୯୩୬ ମସିହା ଠାରୁ ଗ୍ରାମର ପ୍ରାୟ ୩୫ ରୁ ଉର୍ଦ୍ଧ ଚାଷୀ ଚାଷକାମ କରିଆସୁଛନ୍ତି, ଚାଷ ଜମି ନିକଟରେ ଇଡକୋ କ ପ୍ଲଟ ଥିବାରୁ ଇଡକୋ ଲିଜ୍ ଆକାରରେ ରିଲାଏନ୍ସ କୁ ହସ୍ତାନ୍ତର କରିଛି, କିନ୍ତୁ ଚାଷଜମିକୁ ଥିବା ୨୦ ଫୁଟ୍ ରାସ୍ତାକୁ ନିଜ ଅକ୍ତିଆର କୁ ନେଲାଣି ରିଲାଏନ୍ସ କମ୍ପାନୀ, ଏନେଇ ଚାଷୀ ମାନେ କଟକ ଜିଲ୍ଲାପାଳ ଙ୍କୁ ଜଣାଇବା ସହ ହାଇକୋର୍ଟ ଦ୍ବାରସ୍ଥ ହୋଇଛନ୍ତି,କୋଟ ରେ ମଧ୍ୟ ସେଇ ଚାଷ ଜମି  ରାସ୍ତା କୁ ଛୋଟରେ କେଶ ମଧ୍ୟ ଚାଲିଛି କିନ୍ତୁ କୋଟର ରେ କେଶ ଚାଲି ଥିବା ବେଳେ ରିଲାନ୍ସ ର କର୍ମ କର୍ତା ମାନେ କୋଟ ର ନିର୍ଦ୍ଧେଶକୁ ଅବମାନ୍ନା କରି ଜୋର ଜ୍ଵରଦସ୍ତ ସେଇ ଚାଷ ଜମିକୁ ଅବ ରୋଧ କରି ଚାଲି ଛନ୍ତି l ଏବିଷୟରେ ଚାଷୀ ମାନେ  କମ୍ପାନୀ କତୃପକ୍ଷ ଙ୍କ ଜଣାଇବା ପରେ ମଧ୍ୟ କମ୍ପାନୀ କତୃପକ୍ଷ ଏନେଇ କୌଣସି ପ୍ରକାର ଆଲୋଚନା କରୁନାହାନ୍ତି ବୋଲି ଚାଷୀ ମାନେ ପ୍ରକାଶ କରିଛନ୍ତି, କମ୍ପାନୀ ମନ ଇଚ୍ଛା ରାସ୍ତାକୁ ସଫା କରି ନିଜ ଅକ୍ତିଆର ନେବାରେ ଲାଗିଛି, ପ୍ରଶାସନ ଯଦି ଏ ଦିଗରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ଚାଷୀମାନେ ରାସ୍ତା ରୋକ କରିବେ ବୋଲି କହି ଛନ୍ତି ତାହା ଯଦି ପ୍ରଶାସନ ନ ମାନନ୍ତି କି ନ ଶୁଣନ୍ତି ତେବେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ଗ୍ରାମ ବସି ଏବଂ ଚାଷୀ ମାନେ ମଧ୍ୟ l