ଲଗାଣ ବର୍ଷାରେ ମାଲକାନଗିରିର ବିଭିନ୍ନ ସ୍ଥାନ ଜଳମଗ୍ନ ଏବଂ ବୁଡ଼ିଳା ବହୁତ ବ୍ରିଜ୍
୩୨୬ ନଂ ଜାତୀୟ ରାଜପଥ ଠପ୍
ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନ ଜୀବ ନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ମାଲକାନଗିରି ରୁ ମୋଟୁ ଯାଇଥିବା ୩୨୬ ନଂ ଜାତୀୟ ରାଜପଥରେ ଥିବା ପୋଟେରୁ ବ୍ରିଜ୍ କାକାରକୋନ୍ତ , କନ୍ୟାଶ୍ରମ ବ୍ରିଜ , ଏମ୍ ଭି ୭୯ ବ୍ରିଜଏବଂ କନ୍ୟାଶ୍ରମ ବ୍ରିଜ , ବୁଡ଼ି ଯାଇଛି । ଗତ କିଛି ଦିନ ହେଲା ।
ଜିଲ୍ଲାରେ ଲଗାତାର ବର୍ଷା ଲାଗି ରହିଛି । ଫଳରେ ବିଭିନ୍ନ ଜଳସ୍ତର ବୃଦ୍ଧି ପାଇଛି । ବ୍ରିଜ୍ ଉପରେ ପ୍ରାୟ ୧ ଫୁଟ ଉଚ୍ଚରେ ପାଣି ପ୍ରବାହିତ୍ ବାହିତ ହେଉଛି | ଏହା ଫଳରେ ମାଲକାନଗିରି – ମୋଟୁ ମଧ୍ୟରେ ଯାତ। ୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇ ଇଯାଇଛି । ବ୍ରିଜ୍ ର ଉଭୟ ପାର୍ଶ୍ଵରେ ଗାଡ଼ି ଅଟକି ରହିଛି । ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।


admin 
