*ଖୋର୍ଦ୍ଧା କଟକ ପୁରୀ ଜଗତସିଂହପୁର ପ୍ରଭାବିତ ହେବ...*

*ଖୋର୍ଦ୍ଧା କଟକ ପୁରୀ ଜଗତସିଂହପୁର ପ୍ରଭାବିତ ହେବ...*

*-ମହାନଦୀ ଓ ଶାଖା ନଦୀରେ ଆସୁଛି ବନ୍ୟା*

*-ପ୍ରେସମିଟ୍‌ରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା*

*-'ହୀରାକୁଦ ଜଳଭଣ୍ଡାରରୁ ୨୪ଟି ଗେଟ୍‌ରେ ବନ୍ୟା ପାଣି ଛଡ଼ା ଯାଇଛି'*

*'-ଆଜି ରାତିରେ ମୁଣ୍ଡଳିରେ ୭ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବ’*

*-‘କାଲି ଦିନ ୧୦ଟା ସୁଦ୍ଧା ୮ ଲକ୍ଷ କ୍ୟୁସେକ୍‌ ପ୍ରବାହିତ ହେବ’*

*‘-କୌଣସି ପରିସ୍ଥିତିରେ ୮ ଲକ୍ଷ କ୍ୟୁସେକ୍‌ରୁ ଅଧିକ ଜଳ ନ ଛାଡ଼ିବାକୁ ଚେଷ୍ଟା’*

*-‘ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, କାଠଯୋଡ଼ି, କୁଆଖାଇରେ ବନ୍ୟା ଆସିବ*

*‘-ଦେବୀ, କନ୍ଦଳ, କୁଶଭଦ୍ରା, ଦୟା, ଭାର୍ଗବୀ, ରାଜୁଆ, ମକରାରେ ବନ୍ୟା ରହିବ*

*'-ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁରର ତଳିଆ ଅଞ୍ଚଳ ପ୍ରଭାବିତ ହେବ'’*

*-‘କେନ୍ଦ୍ରାପଡ଼ାର ପାଟକୁରା, ଗରଦପୁର ମଧ୍ୟ ପ୍ରଭାବିତ ହୋଇପାରେ’*

*-‘ବିଶେଷକରି କଣାସ, ବ୍ରହ୍ମଗିରି, ଗୋପ, ଏରସମା, ବାଲିକୁଦା ପ୍ରଭାବିତ ହେବ*

*'- ବାଙ୍କୀ, ଆଠଗଡ଼ ଓ ବଡ଼ମ୍ୱା ଅଂଚଳ ଜଳମଗ୍ନ ହେବା ଆଶଙ୍କା'’*

*- ‘ହୀରାକୁଦକୁ ଅଧିକ ଜଳ ପ୍ରବେଶ କରୁଛି, ଅଧିକ ଗେଟ୍‌ ଖୋଲାଯାଇପାରେ*