ଶଣ୍ଢ ଚାଲାଣ କୁ ନେଇ ହାତା ହାତୀ .

ଡେରାବିଷ ଥାନା ଅଧିନ କୁରୁଜଙ୍ଗା ଛକରେ ଶଣ୍ଢ ଚାଲାଣ କୁ ନେଇ ହାତା ହାତୀ ରକ୍ତ ପାତ .
ଘଟଣା ସ୍ଥଳରେ ପହଁଚିଲେ ଡେରାବିଷ ପୋଲିସ ସହ ବିଜେପି ର ବରିଷ୍ଟ ନେତା ତେଜେଶ୍ୱର ପରିଡା।ତିନୋଟି ଷେଣ୍ଢ ବିକିବାକୁ ରଖିଥିବା ବେପାରୀ ସହ ବିଜେପି କର୍ମୀଙ୍କ ହାତା ହାତୀ।ଗୁରୁତର ବେପାରୀ ରତାକ୍ତ ଅବସ୍ଥାରେ ମେଡିକାଲ ଯିବା ବାହାନାରେ ଫେରାର।ଘଟଣା ସ୍ଥଳରେ ବନ୍ଧା ହୋଇଥିବା ତିନିଟି ଷେଣ୍ଢ ବି ନିଖୋଜ ଥିବା ସୂଚନା।ଷେଣ୍ଢ ବାନ୍ଧିଥିବା ଯୁବକ ଙ୍କ ଭାଇ କରିଥାଏ ଦୋକାନ ଉପରେ ତେଜେଶ୍ୱର ପରିଡା ଙ୍କ ଉପସ୍ଥିତ ରେ ଚଢ଼ାଉ।୧୦ ଟି ଆସ୍କା ୪୦ ଖାଲି ବୋତଲ ସହ ୧୦ ଟି ଆସ୍କା ଭଳି ପାଣି ଥିବା ବୋତଲ ଜବତ।ଘଟଣା ସ୍ଥଳରୁ ବେପାରୀ ର ସାନ ଭାଇକୁ କୁ ଦୋକାନରୁ ଉଠାଇ ଆଣିଲା ପୋଲିସ।ଆସ୍କା ୪୦ ବେପାର ବନ୍ଦ ଓ ଶେଣ୍ଡ ଚାଲାଣ ରେ ରୋକ ଲଗାଇବାକୁ ବିଜେପିର ବରିଷ୍ଟ ନେତା ତେଜେଶ୍ୱର ପରିଡା ଙ୍କ ନେତୃତ୍ୱରେ ୧୦ ରୁ ୧୫ ଜଣ କର୍ମୀ ପୋଲିସ ସହ ଆଲୋଚନା କରୁଥିବା ସୂଚନା .