କୁଖ୍ୟାତ_ଅପରାଧିକୁ_ଏନକାଉଣ୍ଟର .

କୁଖ୍ୟାତ_ଅପରାଧିକୁ_ଏନକାଉଣ୍ଟର .

କୁଖ୍ୟାତ_ଅପରାଧିକୁ_ଏନକାଉଣ୍ଟର .
ତାଳଚେର: ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ସୁଶାନ୍ତ ନାୟକ ଗୁରୁତର*
ସ୍କଟ୍‌ଲ୍ୟାଣ୍ଡପୁର ଜଙ୍ଗଲରେ ପୋଲିସର ଏନକାଉଣ୍ଟର*
-ସୁଶାନ୍ତର ବାମ ଗୋଡ଼ରେ ବାଜିଛି ଗୁଳି*
ଗୁରୁତର ଅବସ୍ଥାରେ ଅନୁଗୁଳ ସରକାରୀ ମେଡ଼ିକାଲରେ ଭର୍ତ୍ତି*
ଗୁଳି କରି ପଳାଉଥିବା ବେଳେ ପୋଲିସର ପାଲଟା ଏନକାଉଣ୍ଟର*
ସୁଶାନ୍ତ ନାଁରେ ତାଳଚେର ସମେତ ବିଭିନ୍ନ ଅପରାଧିକ ମାମଲା ରୁଜୁ ହୋଇଥିଲା  .