ଶିଖର ପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସାଇବର ସୁରକ୍ଷା ସଂପର୍କିତ ସଚେତନତା କାର୍ଯ୍ୟକ୍ରମ

ଶିଖର ପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସାଇବର ସୁରକ୍ଷା ସଂପର୍କିତ ସଚେତନତା କାର୍ଯ୍ୟକ୍ରମ

ଖଣ୍ଡପଡ଼ା୩୦|୭ (ଶିଖର ପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭାଗୃହ ମଧ୍ୟ ରେ ଖଣ୍ଡପଡ଼ା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଂର୍ପକିତ ଏକ ସଚେତନତା କାର୍ଯ୍ଯକ୍ରମ ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇ ଯାଇଛି। ଶିଖର ପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ କିରଣ ବାଳା ସାହୁ ଙ୍କ ତତ୍ବାବଧାନରେ ଖଣ୍ଡପଡ଼ା ପୋଲିସ ଥାନା ଅଧିକାରୀ କୃତିବାସ ହରିଚନ୍ଦନ ଏବଂ ଏସ ଡି ପି ଓ ସରୋଜ କୁମାର ସାହୁ, ନବକିଶୋର ସାହୁ ଙ୍କ ସମେତ ତିନୋଟି ପଞ୍ଚାୟତର ଜନସାଧାରଣ, ବହୁ ମହିଳା ସଙ୍ଗଠନର ସଦସ୍ୟା ଙ୍କୁ ନେଇ ସାଇବର ଅପରାଧୀଙ୍କୁ ରୋକିବାରେ କରିକିଭଳି ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି, ଅପରାଧୀ, ନିଶାଦ୍ରବ୍ୟ କାରବାର କରୁଥିବା ଓ ନିଶାଦ୍ରବ୍ୟ ସେବନ କରି ଅପରାଧ ଘଟାଇଥିବା ଲୋକ ଙ୍କ ଠାରୁ ଦୂରରେ ରହି ବା ସେ ସଂର୍ପକରେ ସାଧାରଣ ଜନତା ଙ୍କୁ ସଚେତନତା । ଓ ପୁର୍ବତନ ସରପଞ୍ଚ ନବକିଶୋର ସାହୁଏହା କୁ ସହଯୋଗ କରି ଥିଲେ ବିଶେଷ ଖବର ନୟାଗଡ଼ ଜିଲ୍ଲା ସ୍ୱତନ୍ତ୍ର ପ୍ରତି ନିଧି ସୁପ୍ରିୟା ଦାଶ .