ହୀରାକୁଦ ପାଇଁ ବଡ଼ ବନ୍ୟାରୁ ବର୍ତ୍ତିଗଲା ଓଡ଼ିଶା

ହୀରାକୁଦ ପାଇଁ ବଡ଼ ବନ୍ୟାରୁ ବର୍ତ୍ତିଗଲା ଓଡ଼ିଶା

*"ହୀରାକୁଦ ପାଇଁ ବଡ଼ ବନ୍ୟାରୁ ବର୍ତ୍ତିଗଲା ଓଡ଼ିଶା। ଏବେ ଫୋକସ ମହାନଦୀ ଉପରେ। ମହାନଦୀର ଶାଖା ନଦୀରେ ଆସିବ ବନ୍ୟା। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ପ୍ରଭାବିତ ହେବ। କଣାସ, ଡେଲାଙ୍ଗ, ବ୍ରହ୍ମଗିରି, ନିମାପଡ଼ା, ଅସ୍ତରଙ୍ଗ, ଗୋପ, କୁଜଙ୍ଗ, ତିର୍ତ୍ତୋଲ, ବାଲିକୁଦା, ଏରସମା, ଗରଦପୁର, ଆଳି ଓ ବାଙ୍କି ପ୍ରଭାବିତ ହେବ। ଜଳବନ୍ଦୀ ସମସ୍ୟା ଆସିବ। ହୀରାକୁଦ ଜଳସ୍ତର ବଢ଼ୁଛି। ବନ୍ୟା ଥିବାରୁ ଗେଟ୍ ଖୋଲାଯାଇନି। ଜଳସ୍ତର ୬୨୦ ଫୁଟ୍ ଥିଲା ବେଳେ ୬୨୨ ଫୁଟ ଯାଏ ଜଳସ୍ତର ରହିପାରିବ। ଖଇରମାଳରେ ପାଣି କମିବା ପରେ ହୀରାକୁଦ ଗେଟ୍ ଖୋଲାଯିବ।"-

 ଦିଲ୍ଲୀପ ରାଉତ, ସର୍ବୋଚ୍ଚ ଯନ୍ତ୍ରୀ, ଜଳସମ୍ପଦ ବିଭାଗ*