*ଶ୍ରୀମନ୍ଦିରରୁ ଧରାପଡ଼ିଲା ଫେକ୍ ଆର୍ମି ଅଫିସର.

*ଶ୍ରୀମନ୍ଦିରରୁ ଧରାପଡ଼ିଲା ଫେକ୍ ଆର୍ମି ଅଫିସର.

*ଶ୍ରୀମନ୍ଦିରରୁ ଧରାପଡ଼ିଲା ଫେକ୍ ଆର୍ମି ଅଫିସର* -ଶ୍ରୀମନ୍ଦିର ଭିତରେ ଫେକ୍ ଆର୍ମି ଅଫିସରଙ୍କୁ ଧରିଲେ ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌ -ଆର୍ମି ଅଫିସର ପରିଚୟ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ ବେଳେ ଧରାପଡ଼ିଲା -ଧରାପଡ଼ିଥିବା ବ୍ୟକ୍ତି ଉପେନ୍ଦ୍ର କୁମାର ପୁରୋହିତ, ଘର ରାଜସ୍ଥାନ -ଆର୍ମି ପୋଷାକରେ ଥିବା ବ୍ୟକ୍ତି ଜଣଙ୍କ ସିଂହଦ୍ଵାର ଥାନା ପୋଲିସ ଦ୍ବାରା ଅଟକ