ସରକାର ସମ୍ବାଦିକ ସାଧରଣ ସୁବିଧା ରୁ ଙ୍କୁ ବାଦ କରା଼ ଯାଉଥିବାରୁ ଗଣମାଧ୍ୟମ ପ୍ରତିନିଧି ଙ୍କ ସାମୁହିକ ଦାବୀ ହେଉଛି,

ସରକାର ସମ୍ବାଦିକ ସାଧରଣ ସୁବିଧା ରୁ ଙ୍କୁ ବାଦ କରା଼ ଯାଉଥିବାରୁ ଗଣମାଧ୍ୟମ ପ୍ରତିନିଧି ଙ୍କ ସାମୁହିକ ଦାବୀ ହେଉଛି,

ବାଲେଶ୍ୱର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ଜିଲ୍ଲାର ବାରଗୋଟି ବ୍ଲକସହିତ ଖଇରା ବ୍ଲକ ଆଗରେଶୁକ୍ରବାର ସକାଳ 8 ଘଟିକାସମୟରେ ଉତ୍କଳ ସାମ୍ବାଦିକ ସଙ୍ଘର ଖଇରା ବ୍ଲକର ସାମ୍ବାଦିକ ମାନେ ଖଇରା ପଞ୍ଚାୟତ ସମିତି ଆଗରେ କଳା ବେଚ ପରିଧାନ କରି ପ୍ରିୟ ରାଜ୍ୟ ସରକାର ସାମ୍ବାଦିକ ଙ୍କୁ ଭତ୍ତା ପ୍ରଦାନ, ବୀମା ରାଶି ବୃଦ୍ଧି, ଓ ଛଅ ଗୋଟି ମୌଳିକ ଦାବୀ ପୂରଣ ନିମିତ୍ତ କଳା ବେଚ ପରିଧାନ କରି କାର୍ଯ୍ୟ ବନ୍ଦ ଘୋଷଣା କରାଯାଇଛି,ରାଜ୍ୟ ସଭାପତି ଶ୍ରୀ ବିଭୁତିଭୂଷଣ କର ଙ୍କ ନେତୃତ୍ୱରେ ସାରା ରାଜ୍ୟୟରେ ବିଖ୍ୟଭ ହୋଇଛି, ସରକାର ମାନିବାକୁ ଚାପ ବୃଦ୍ଧି ହେଉଛି, ସରକାର ସମ୍ବାଦିକ ସାଧରଣ ସୁବିଧା ରୁ ଙ୍କୁ ବାଦ କରା଼ ଯାଉଛି,ଗଣତନ୍ତ୍ର ମୂଲ୍ୟବୋଧ କମୁଛି, ଏଥି ପ୍ରତି ସରକାର ଦୃଷ୍ଟି ଦେବାକୁ ଗଣମାଧ୍ୟମ ପ୍ରତିନିଧି ଙ୍କ ସାମୁହିକ ଦାବୀ ହେଉଛି,