ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ..

ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ..

*ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ...*

*-ଭବାନୀପାଟଣା: ବିଶିଷ୍ଟ ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ*

*-କର୍ଲାପିଟା ପୋଲିସ ଦ୍ବାରା ଲିଙ୍ଗରାଜ ଆଜାଦ ଗିରଫ*

*-ଗତ ୨୫ ତାରିଖରୁ ଲିଙ୍ଗରାଜ ଆଜାଦ ଗିରଫ ହୋଇଥିବା ସୂଚନା*

*-ବିର୍ସା ମୁଣ୍ଡା ଜୟନ୍ତୀ ପାଳନ ବେଳେ ଗଣ୍ଡଗୋଳ ଘଟଣାକୁ ନେଇ ଗିରଫ ସୂଚନା*