ପ୍ରଭାତ_ବିଶ୍ବାଳ_ମାମଲା: #CBIକୁ_ଜବାବ_ତଲବ
-ସିସୋର ଚିଟ୍ଫଣ୍ଡ ଠକେଇ ମାମଲାରେ ସିବିଆଇକୁ ଜବାବ ତଲବ
-ମାମଲା ରଦ୍ଦ ପାଇଁ ପ୍ରଭାତ ବିଶ୍ୱାଳଙ୍କ ଆବେଦନ ଉପରେ ଜବାବ ତଲବ
-ସିବିଆଇକୁ ଜବାବ ତଲବ କଲେ ହାଇକୋର୍ଟ
-ପୂର୍ବରୁ ବର୍ଷକରେ ମାମଲାର ବିଚାର ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ
-୨ ବର୍ଷ ବିତି ଯାଇଥିଲେ ଵି ନିମ୍ନ ଅଦାଲତରେ ମାମଲାର ଶୁଣାଣି ଅସମାପ୍ତ
-ଏହି ଆଧାରରେ ମାମଲା ରଦ୍ଦ କରିବାକୁ ଆବେଦନ କରିଥିଲେ ପ୍ରଭାତ ବିଶ୍ୱାଳ


admin 
