CMC ଏସଓପିକୁ ଚିରିଦେଲେ ସୋଫିଆ...
*-CMC ଫୁଡ୍ କୋର୍ଟ ଆବଣ୍ଟନକୁ ନେଇ ରାଗିଲେ ବିଧାୟିକା ସୋଫିଆ*
*-ପ୍ରେସମିଟ୍ରେ CMC ଦ୍ୱାରା ପ୍ରସ୍ତୁତ ଏସଓପିକୁ ଚିରିଦେଲେ*
*-ବାରବାଟୀ ନିକଟ ଫୁଡ୍କୋର୍ଟ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ କଲେ*
*-ସିଧାସଳଖ ମେୟର ସୁବାସ ସିଂଙ୍କୁ ଟାର୍ଗେଟ କଲେ ସୋଫିଆ*
*-ମେୟର ନିଜ ଲୋକଙ୍କୁ ଦୋକାନ ଘର ଆବଣ୍ଟନ କରିଥିବା ଅଭିଯୋଗ*
*-ସହରର ଉନ୍ନତିମୂଳକ କାମରେ ସୋଫିଆ ବାଧା ସୃଷ୍ଟି କରୁଥିବା କହିଲେ ମେୟର*


admin 
