ଆସିଗଲେ ଅମିତ ସାହା ....
"ଅମିତ ସାହା କୁଆଡେ଼ ଗଲେ ...!!.."
"ଅମିତ ସାହା କାହିଁକି ଲୁଚିଛନ୍ତି ...!!.."
"ଅମିତ ସାହା ସଂସଦ କୁ କାହିଁକି ଆସୁନାହାନ୍ତି ...!!"
"ଅମିତ ସାହା କାହିଁକି ଉତ୍ତର ଦେଉ ନାହାନ୍ତି ...!!"
ସମସ୍ତ ବିରୋଧୀଙ୍କ ଏମିତି ଅନେକ ପ୍ରଶ୍ନ
ଆସିଗଲେ ଅମିତ ସାହା ....ଆଉ ତା ସହିତ ସାଙ୍ଗରେ ଏଫ.ସି.ଆର.ଏ ନାମକ ଅଚଞ୍ଚା ବାଉଁଶ ବି ସାଙ୍ଗରେ ନେଇକି ଆସିଛନ୍ତି ....ଏବେ ନିଅ ଜବାବ ...
ମିଡିଆ ତଥ୍ୟ ଅନୁସାରେ ସଂସଦରେ ଅମିତ ସାହା ମହାଶୟ ଏଫ.ସି.ଆର.ଏ ସଂଶୋଧନ ବିଲ ନେଇକି ଆସୁଛନ୍ତି ....ଏ ବିଲ ଆଗରୁ ପାସ ହେଇସାରିଛି ...କେବଳ କିଛି ସଂଶୋଧନ କରିବାର ଅଛି.... ମିଡିଆ ତଥ୍ୟ ଅନୁଯାୟୀ ଯଦି ଆଜି ସଂସଦରେ ସଂଶୋଧନ ବିଲ ରଖା ଯାଉଛି ତ ତାହା ମଧ୍ୟ ପାରିତ ହେଇଯିବ ........କିନ୍ତୁ ଏହି ସଂଶୋଧନ ବିଲକୁ ପାରିତ କରିବା ବି ଏତେ ସହଜ କାର୍ଯ୍ୟ ନଥିଲା....
କଂଗ୍ରେସ ଏହା ବିରୋଧରେ …..
ଆମେରିକା ଏହା ବିରୋଧରେ.....
ଇଂଲଣ୍ଡ ଏହା ବିରୋଧରେ.....
ବିପକ୍ଷଙ୍କ ଅବୁଜାନ ପାକିସ୍ତାନ ଏହା ବିରୋଧରେ.....
ବାମପନ୍ଥୀ ଏହା ବିରୋଧରେ.....
ମିସନାରୀ ଏହା ବିରୋଧରେ.....
ପ୍ରାୟ ସମସ୍ତ ଏନ.ଜି.ଓ ସଂସ୍ଥା ଏହା ବିରୋଧରେ.....
ଚର୍ଚ୍ଚ ଏହା ବିରୋଧରେ.....
ସମସ୍ତ ଦେଶ ବିରୋଧୀ ଶକ୍ତି ଏହା ବିରୋଧରେ......
ଆପଣ ଏବେଠୁ ଅନୁମାନ ଲଗାନ୍ତୁ ଏ ସଂଶୋଧନ ଦେଶ ପାଇଁ କେତେ ଜରୁରୀ ....ଆଉ ଏହି ବିଲ୍କୁ ପାରିତ କରିବା କେତେ କଷ୍ଟସାଧ୍ୟ ....ସମସ୍ୟା ସଂସଦରେ ସଂଖ୍ୟା ବଳକୁ ନେଇକି ନୁହେଁ ....ସମସ୍ୟା ଏତେ ବଡ଼ ବଡ଼ ଶକ୍ତି ଏହା ବିରୋଧରେ ଅଛନ୍ତି .....ସଦ୍ୟ ସମାପ୍ତ ଯନ୍ତର ମନ୍ତ୍ରର ଠାରେ ଛାତ୍ର ଆନ୍ଦୋଳନ ନାମରେ ଯେଉଁ ଉପଦ୍ରଵ ହେଲା ....ତାହା ବାସ୍ତବରେ ଏହି ବିଲ୍ ବିରୁଦ୍ଧରେ ଥିଲା ଯାହାକୁ ଛାତ୍ର ଆନ୍ଦୋଳନର ନାମ ଦେଇ ଦିଆଗଲା .....ଏହି ବିଲ୍ର ସଂଶୋଧନ ପରେ ...
ବିଦେଶୀ ଆର୍ଥିକ କାରବାରର ଗୋଟିଏ ଗୋଟିଏ ଟଙ୍କାର ସମସ୍ତ ତଥ୍ୟ ଦେବାକୁ ପଡ଼ିବ।
ସମସ୍ତ ଅର୍ଥ ଦିଲ୍ଲୀର ଗୋଟିଏ ହିଁ ଏସ୍.ବି.ଆଇ ଶାଖାକୁ ଆସି ପାରିବ।
ଏନ.ଜି.ଓ ର ଏହି ଅର୍ଥକୁ ଏବେ କେବଳ ୨୦% ଅର୍ଥ ନିଜ ବ୍ୟକ୍ତିଗତ ଖର୍ଚ୍ଚ କରି ପାରିବେ ଯାହା ପୂର୍ବରୁ ୫୦% ଥିଲା।
ଯେଉଁ ଏନ.ଜି.ଓ ମାନଙ୍କର ଲେଇସେନ୍ସ ବା ପ୍ରମାଣପତ୍ର ରଦ୍ଦ ହେବ ତାହାର ସମ୍ପତି ସରକାରଙ୍କ ଦ୍ୱାରା ତିଆରି କରଯାଇଥିବା ଟ୍ରଷ୍ଟକୁ ଚାଲିଯିବ।
କହିବାର ଅର୍ଥ ଦେଶ ବିରୋଧୀ ଶକ୍ତିଙ୍କ ପାଖକୁ ବିଦେଶରୁ ଏବେ ଆଉ ଅର୍ଥ.ଆସି ପାରିବ ନାହିଁ ....ଆଉ ପୂର୍ବରୁ ଯେଉଁ ସମ୍ପତି ବା ଅର୍ଥ ଗଛିତ ରଖିଛନ୍ତି ତାହା ମଧ୍ୟ ରହିବ ନାହିଁ ....ତ ଉପଦ୍ରଵ ହେବା ସ୍ୱାଭାବିକ ଥିଲା ....ଆଉ ହେଲା ମଧ୍ୟ...ଉପଦ୍ରଵ କରି ଦେଖିଲେ ...ଗାଳି ଗୁଲଜ କରି ଦେଖିଲେ ....ନଗ୍ନ ନୃତ୍ୟ ମଧ୍ୟ କଲେ ....ଏବେ ଘରକୁ ଫେରିଗଲେ ......ଯେତେ ଚିତ୍କାର କଲେବି ସଂଶୋଧନ ହେଇକି ରହିବ ....


admin 
