SRCଙ୍କ ସମୀକ୍ଷା ପରେ ଖରାଛୁଟି ନିଷ୍ପତ୍ତି.

SRCଙ୍କ ସମୀକ୍ଷା ପରେ ଖରାଛୁଟି ନିଷ୍ପତ୍ତି.

*-ଖରାଛୁଟିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ*

*-ଜିଲ୍ଳାପାଳଙ୍କ ରିପୋର୍ଟ ଆଧାରରେ ଛୁଟି ନିଷ୍ପତ୍ତି ନିଆଯିବ*

*-ଯେଉଁ ଜିଲ୍ଲାରେ ଅସହ୍ୟ ଗରମ ସେହି ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ନିଷ୍ପତ୍ତି*

*-‘ପିଲାମାନଙ୍କ ସୁରକ୍ଷାକୁ ସବୁଠାରୁ ଅଧିକ ଗୁରୁତ୍ବ ଦେଉଛୁ’*

*-ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ଗରମ ହେଉଛି, ବିଚାର କରାଯାଉଛି*

*-SRCଙ୍କ ହିଟ୍‌ ୱେଭ୍‌ ସମୀକ୍ଷା ପରେ ହିଁ ଖରାଛୁଟି ନିଷ୍ପତ୍ତି ନିଆଯିବ*