ଖଇରା ବ୍ଲକ ର ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ର ଅନିୟମିତତା ଓ ସରକାରୀ ଅର୍ଥ ହରିଲୁଟ ହୋଇଛି

ଖଇରା ବ୍ଲକ ର ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ର ଅନିୟମିତତା ଓ ସରକାରୀ ଅର୍ଥ ହରିଲୁଟ ହୋଇଛି

ବାଲେଶ୍ୱର ଜିଲ୍ଲାର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ଖଇରା ବ୍ଲକ ଅଧିନ ମେଗା ପାନୀୟ ଜଳ ପ୍ରକଳ୍ପ ଏକ ଘରୋଇ କମ୍ପାନୀ N.C.C. ଲିମିଟେଡ଼ 60 କୋଟି ଟଙ୍କାର ଟେଂଡର ନେଇଛି, ଉକ୍ତ ପ୍ରକଳ୍ପ ଅଧୀନରେ 1= କଇଥଗଡ଼ିଆ ଗ୍ରାମପଂଚାୟତ, 2= ଗଡ଼ପୋଖରୀ ଗ୍ରାମପଂଚାୟତ, 3= କୁପାରୀ ଗ୍ରାମପଂଚାୟତ, 4= ବାଉଁଶଗଡ଼ିଆ ଗ୍ରାମପଂଚାୟତ, 5= ହରିପୁର ଗ୍ରାମପଂଚାୟତ, 6= ବର୍ତ୍ତନା ଗ୍ରାମପଂଚାୟତ, 7= ରଟିଣା ଗ୍ରାମପଂଚାୟତ ରେ ଘର ଘର କୁ ସୁଦ୍ଧ ପାନୀୟ ଜଳ ଯୋଗାଇବାକୁ ପ୍ରିୟ ରାଜ୍ୟ ସରକାର 60 କୋଟି ଟଙ୍କା ମଞ୍ଜୁରୀ କରିଥିଲେ,

 ଏହା ବିଦାଧର ପୁର ବେରେଜ ରୁ ପାଣି ଆସିବ, 8 ଏମ.ଏଲ. ଡି. ସୁଦ୍ଧ ପାଣି ଦେବାର କ୍ଷମତା ରହିବ, ଏବଂ 2025ଡିସେମ୍ବର ସୁଦ୍ଧା କାମ ଶେଷ ପାଇଁ ଏଗ୍ରିମେଣ୍ଟ ହୋଇଥିଲା,ବର୍ତମାନ ଯାଏ ଟେଷ୍ଟିଙ୍ଗ, ଓ ଟ୍ରାଲ ରେ ହେଉଛି କାମ.ଘରୋଇ N.C.C.limited company କାମ ନିମ୍ନ ମାନର କରିଛି, ମାତ୍ର ଏକ ଫୁଟ / ଦେଢ ଫୁଟ ଗଭୀର ରେ ନିମ୍ନ ମାନର ପାଇପ ବିଛେଇ କାମହୋଇଛି, କୋୖଣସି ପଞ୍ଚାୟତ କୁ ବି ରେଗୁଲାର ପାନୀୟ ଜଳ ଦେଉନାହିଁ ଘରୋଇ କମ୍ପାନୀ. ସରକାରୀ ଅର୍ଥ ହରିଲୁଟ ହୋଇଛି, ସ୍ଥାନୀୟ JE Rwss ଦୁଇଜଣ ମାଡାମ ସରକାରୀ ଅର୍ଥ ହରିଲୁଟ କରିଛନ୍ତି,

ଏଥିରେ RWSS ର JE, SDO, SE, Chief Engineer, ସାମିଲ ଅଛନ୍ତି ଘୋଟଲା ରେ, ସରକାରୀ ଯୋଜନା ପହଂଚୁ ନାହିଁ ଲୋକଙ୍କ ପାଖରେ, ସବୁ ନିମ୍ନ ମାନର କାମ ହୋଇଛି, ଓ ଅନିୟମିତତା ହୋଇଛି, ଘରୋଇ କମ୍ପାନୀ ର ପ୍ରଜେକ୍ଟ ମେନେଜେର ଶ୍ରୀ ଗୋପୀ ଓଡ଼ିଆ କଥା କହିପାରୁନି. କି ବୁଝି ପାରୁନାହିଁ, ସେବା କଣ ଦେଵ, ମେଗା ପାନୀୟ ଜଳ ପ୍ରକଳ୍ପ ଉକ୍ତ ପାଞ୍ଚୟତ ରେ ସରପଞ୍ଚ ଙ୍କୁ ଅର୍ଥ ଦେଇ କାମ ନିମ୍ନମାନର କରିଛି, କମ୍ପାନୀ ଅର୍ଥ ଲୁଟି ନେଇ ପଳାଇଯିବ, ସାଧରଣ ରେ ଦାବୀ ହୋଇଛି ଜିଲ୍ଲାପାଳ ତଦନ୍ତ କରିବାକୁ,