*TMC ବିଧାୟକ ଗିରଫ...*
*-ପୁରୀ: ପଶ୍ଚିମବଙ୍ଗର TMC ବିଧାୟକ ଦିଲ୍ଲୀପ ମଣ୍ଡଳ ଗିରଫ*
*-ପୁରୀର ଏକ ହୋଟେଲରୁ ଗିରଫ କଲା STF*
*-ଦିଲ୍ଲୀପଙ୍କୁ ଗିରଫ କରି ପଶ୍ଚିମବଙ୍ଗ ନେଲା STF*
*-ମମତା ସରକାରରେ ପରିବହନ ମନ୍ତ୍ରୀ ଥିଲେ ଦିଲ୍ଲୀପ*
*-ପୂର୍ବରୁ ଦିଲ୍ଲୀପଙ୍କ ପୁଅ ଅର୍ଘ୍ୟ ମଣ୍ଡଳ ଗିରଫ ହୋଇଥିଲେ*


admin 
