*ରାଜ୍ୟରେ ସ୍ଥାପନ ହେବ ୬ଟି HWSR...*
*-ଖୁବଶୀଘ୍ର ଓଡ଼ିଶାରେ ସ୍ଥାପନ ହେବ ୬ଟି ହାଇ ଉଇଣ୍ଡ ସ୍ପିଡ୍ ରେକର୍ଡର- HWSR*
*-ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି*
*-ବାତ୍ୟା ବେଳେ ଅତ୍ୟଧିକ ପବନ ଗତିକୁ ମାପିବା ଉଦ୍ଦେଶ୍ୟରେ ସ୍ଥାପନ ହେବ*
*-ଉପକୂଳ ଜିଲ୍ଲାର ଯୋଗ୍ୟ ସ୍ଥାନ ଚିହ୍ନଟ କରି ଜମି ଦେବାକୁ ସରକାରଙ୍କୁ ଚିଠି*
*-ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ସ୍ଥାପନ ହେବ*


admin 
