ଅର୍ଚ୍ଚନା ନାଗଙ୍କ ଓକିଲାତି ଲାଇସେନ୍ସ ସାମୟିକ ନିଲମ୍ବିତ.

ଅର୍ଚ୍ଚନା ନାଗଙ୍କ ଓକିଲାତି ଲାଇସେନ୍ସ ସାମୟିକ ନିଲମ୍ବିତ.

ଅର୍ଚ୍ଚନା ନାଗଙ୍କ ଓକିଲାତି ଲାଇସେନ୍ସ ସାମୟିକ ନିଲମ୍ବିତ... ---ଅର୍ଚ୍ଚନା ନାଗଙ୍କ ଓକିଲାତି ଲାଇସେନ୍ସକୁ ନିଲମ୍ବିତ କରାଯାଇଛି। ଏହାକୁ ସାମୟିକ ଭାବେ ନିଲମ୍ବନ କରାଯାଇଛି। ଆଇନଜୀବୀ ପରିଷଦ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁସାରେ, ଲାଇସେନ୍ସ ଆବେଦନ ଫର୍ମରେ ଅର୍ଚ୍ଚନା ତ୍ରୁଟିପୂର୍ଣ୍ଣ ତଥ୍ୟ ଦେଇଥିବା ଜଣାପଡ଼ିଛି। ଏହା ସହିତ ତାଙ୍କ ଆପରାଧିକ ମାମଲା ସମ୍ପର୍କିତ ତଥ୍ୟ ମଧ୍ୟ ଆବେଦନ ପତ୍ରରେ ଲୁଚାଯାଇଛି। ସେ ବିଭିନ୍ନ ବ୍ୟବସାୟରେ ସମ୍ପୃକ୍ତ ଥିଲେ ମଧ୍ୟ ସେ ସମ୍ପର୍କରେ ତଥ୍ୟ ପ୍ରକାଶ କରାଯାଇ ନାହିଁ। ତେଣୁ ତାଙ୍କ ଓକିଲାତି ଲାଇସେନ୍ସକୁ ସାମୟିକ ଭାବେ ନିଲମ୍ବିତ କରାଯାଇଛି।