ଆଜି ମହାପ୍ରଭୁଙ୍କୁ ଲାଗିହେବ ଫୁଲୁରି ତେଲ*

ଆଜି ମହାପ୍ରଭୁଙ୍କୁ ଲାଗିହେବ ଫୁଲୁରି ତେଲ*

*ଆଜି ମହାପ୍ରଭୁଙ୍କୁ ଲାଗିହେବ ଫୁଲୁରି ତେଲ* *ପୁରୀ: ୧୦୮ ଗରା ଜଳରେ ସ୍ନାନ କରି ଜ୍ୱରରେ ପଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି* *-ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା* *-ଆଜି ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ*