ଧାନ ବିକ୍ରି ସମସ୍ୟା; ଚାଷୀଙ୍କ ରାସ୍ତାରୋକ

ଧାନ ବିକ୍ରି ସମସ୍ୟା; ଚାଷୀଙ୍କ ରାସ୍ତାରୋକ

ଧାନ ବିକ୍ରି ସମସ୍ୟା; ଚାଷୀଙ୍କ ରାସ୍ତାରୋକ
-ଧର୍ମଗଡ଼: ଧାନ ବିକ୍ରି ସମସ୍ୟା ନେଇ କୁଟ୍ରୁ ଛକରେ ଚାଷୀଙ୍କ ରାସ୍ତାରୋକ
-ମୁଖୀଗୁଡ଼ା-ଭବାନୀପାଟଣା ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଗାଡ଼ି
-ବଡ଼କୁଟ୍ରୁ ସେବା ସମବାୟ ସମିତିରୁ ମିଲର୍‌ ଧାନ କିଣୁନଥିବା ଅଭିଯୋଗ
-ମଣ୍ଡିରୁ ତୁରନ୍ତ ଧାନ ଉଠାଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି ଚାଷୀ