ବିଶ୍ୱ ସୁନ୍ଦର ପ୍ରତିଯୋଗିତା ରେ ଏଥର ଜିତି ଥିଲେ ଜ଼ିମ୍ବାୱୟ ଏଥିରେ ଆମ ଓଡିଶା ଡିଜାଇନ ମାନଙ୍କ ଅବଦାନ ବହୁତ ରହିଛି

ବିଶ୍ୱ ସୁନ୍ଦର ପ୍ରତିଯୋଗିତା ରେ ଏଥର ଜିତି ଥିଲେ ଜ଼ିମ୍ବାୱୟ ଏଥିରେ ଆମ ଓଡିଶା ଡିଜାଇନ ମାନଙ୍କ ଅବଦାନ ବହୁତ ରହିଛି

ହୋଟେଲ sandi ଟାୱାର ଠାରେ ଏସିଆ ଆଫ୍ରିକା ଚାମ୍ବର ଅଫ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରି welcome to ଓଡିଶା ପ୍ରେସ ମିଟ ଅନୁଷ୍ଠିତ ହେଇଯାଇଛି zimbaway ଠାରେ ବିଶ୍ୱ ସୁନ୍ଦରିତା ପ୍ରତିଯୋଗିତା ହେଇ ଥିଲା ଏହି ପ୍ରତିଯୋଗିତା ଓଡିଶା ର ଫେସନ ଡିଜାଇନ ମାନେ ଦିନ ରାତି କାମ କରି ମିସ ଜ଼ିମ୍ବାୱ କୁ ଜିତାଇ ଥିଲେ ଆଜିର କାର୍ଯ୍ୟକ୍ରମ ରେ ଜ଼ିମ୍ବାୱ ମିସ ଭେକ୍ଟରିଆ ପ୍ରତିଯୋଗିତା କିପରି ହେଇ ଥିଲା କହିଥିଲେ ଏହି ପ୍ରେସ ମିଟ ଡ଼କ୍ଟର ଲିନା ମହାପାତ୍ର. ପ୍ରିତମ ନାୟକ. ଜ଼ିନତ ଅହମଦ. ଡ଼କ୍ଟର ଗୌରବ.