*୧୦୦% eKYC କରାନ୍ତୁ: ଯୋଗାଣ ସଚିବ...*
*-ଜିଲ୍ଲା ଯୋଗାଣ ଅଧିକାରୀମାନଙ୍କୁ ଯୋଗାଣ ସଚିବଙ୍କ କଡ଼ା ତାଗିଦ୍*
*-‘ଅତ୍ୟାବଶ୍ୟକୀୟ ସାମଗ୍ରୀର କୃତ୍ରିମ ଅଭାବ ସୃଷ୍ଟି ପୂର୍ବରୁ ପଦକ୍ଷେପ ନିଅନ୍ତୁ’*
*‘-ରିଆକ୍ଟିଭ ହେବା ପରିବର୍ତ୍ତେ ଆଗୁଆ ପ୍ରୋ ଆକ୍ଟିଭ ହୋଇ କାମ କରନ୍ତୁ’*
*-କଣ୍ଡକ୍ଟ ରୁଲ୍ ଉଲଂଘନ କଲେ ନିଲମ୍ବନ ଓ ବହିଷ୍କାର କରାଯିବ- ସଞ୍ଜୟ ସିଂ*
*-ଏହାକୁ ଚେତାବନୀ ବୋଲି ଭାବି ନିଅନ୍ତୁ କହିଲେ ଯୋଗାଣ ସଚିବ*
*-ଚାଉଳ ଡେଲିଭରୀକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଯୋଗାଣ ସଚିବ*
*-‘୨୦୨୪-୨୫ରେ ୬୩ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉତ୍ପାଦନ କରାଯାଇଛି’*
*-‘କିନ୍ତୁ ଏପର୍ଯ୍ୟନ୍ତ ୫୦ ହଜାର ମେଟ୍ରିକ୍ ଟନ୍ ଚାଉଳ ଡେଲିଭର ହୋଇପାରିନି*
*-୧୦୦% eKYC ପାଇଁ ବିଭାଗୀୟ ଅଧିକାରୀଙ୍କୁ ଟାର୍ଗେଟ୍ ଦେଲେ*
*‘-ରାଜ୍ୟରେ ୩ କୋଟି ୩୦ ଲକ୍ଷ ରାସନ୍ ହିତାଧିକାରୀ ରହିଛନ୍ତି’*
*‘-ବର୍ତ୍ତମାନ ସୁଦ୍ଧା ୯୭% eKYC ସରିଛି, ଆଧାର ଯାଞ୍ଚ ୯୬% ହୋଇଛି’*


admin 
