*ଏୟାରଫିଲ୍ଡ ଥାନାରେ NIA ଟିମ୍‌...*

*ଏୟାରଫିଲ୍ଡ ଥାନାରେ NIA ଟିମ୍‌...*

*-ଭୁବନେଶ୍ବର ଏୟାରଫିଲ୍ଡ ଥାନାରେ NIA ଟିମ୍‌ର ତନାଘନା*

*-ଆଜାଦ ନଗର ବିସ୍ଫୋରଣ ଘଟଣାରେ ଖୋଳତାଡ଼*

*-ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଚାଲିଛି ତଦନ୍ତ*

*-ଗତ ଜାନୁଆରୀ ୨୭ରେ ହୋଇଥିଲା ଭୟଙ୍କର ବିସ୍ଫୋରଣ*

*-ବିସ୍ଫୋରଣରେ କୁଖ୍ୟାତ ଅପରାଧୀ ମଫି ଓ ତାର ମା’ର ମୃତ୍ୟୁ ଘଟିଥିଲା*

*-ବିସ୍ଫୋରଣରେ ମାରାତ୍ମକ ଆର୍‌ଡିଏକ୍ସ ବ୍ୟବହାର ସନ୍ଧାନ ମିଳିଥିଲା*