ଆରଡ଼ି ବିଭାଗ ର ମହାଦୁର୍ନୀତି
ବାଲେଶ୍ୱର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ:
ଆରଡ଼ି ବିଭାଗ ର ମହାଦୁର୍ନୀତି ହୋଇଛି, ଖଇରା ବ୍ଲକ ର ପାତ୍ରଖୁଣ୍ଟା ଠାରୁ ନୁଗାଁ ଛକ ଯାଏ ପିଚୁ ଓ କଂକ୍ରିଟ ରୋଡ଼ ଏକକୋଟି ଶତାଅସି ଲକ୍ଷ୍ୟ ଟଙ୍କା ମଞ୍ଜୁରୀ ହୋଇଛି, କାମ ନିମ୍ବ ମାନର ହେଉଛି, ଆସୁନାହାନ୍ତି କନିଷ୍ଟ ଯନ୍ତ୍ରୀ, ଏସଡିଓ, ଏ ସି, ପେକେଜ ନମ୍ବର 492, କଂକ୍ରଟି ରେ ବଜରୀ ମିଶୁଛି, 5/8 ରେ କାମ ହେଉନାହିଁ, ସରକାରୀ ଅର୍ଥ ହରିଲୁଟ ହେଉଛି, ଦଶମାସ ହେବ କାମ ଠିକାଦାର କରୁନାହିଁ, ସବୁ କାମ ନିମ୍ନ ମାନର ହେଉଛି, ଅଂଚଳ ବାସୀଙ୍କୁ ଦାବୀ ହେଉଛି ଭିଜିଲାନ୍ସ ତଦନ୍ତ ହେଉ, ବାଲେଶ୍ୱର ଜିଲ୍ଲାର ସବୁଠୁ ନିମ୍ନ ମାନର କାମ ହେଉଛି ପାତ୍ରଖୁଣ୍ଟା ରୁ ଆଳଦା pmgsy ରୋଡ, ତଦାରଖ କରିବାକୁ ଆସୁନାହାନ୍ତି je.


admin 
