ଆଜି ଯାଏଁ ୩୪୩୫ ସିଲିଣ୍ଡର ଜବତ..
*-ରାଜ୍ୟରେ ଜବତ ହେଲାଣି ୩୪୩୫ ଘରୋଇ ଗ୍ୟାସ୍ ସିଲିଣ୍ଡର*
*-ଏନେଇ ଯୋଗାଣ ବିଭାଗ ପକ୍ଷରୁ ଦିଆଗଲା ସୂଚନା*
*-୩୦ ଜିଲ୍ଲାର ୧୯୧୫ଟି ସ୍ଥାନରେ ଯାଞ୍ଚ କରାଯାଇଛି*
*-୭୦୨ ଗ୍ୟାସ୍ ଏଜେନ୍ସି ଓ ୧୨୧୩ଟି ସ୍ଥାନରେ ଚଢାଉ ହୋଇଛି*
*-ମୋଟ୍ ୩ ହଜାର ୪ ଶହ ୩୫ଟି ସିଲିଣ୍ଡର ଜବତ ହୋଇଛି*
*-ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଧିନିୟମ ଅନୁଯାୟୀ ୩୨୩ ମାମଲା ରୁଜୁ*
*-୨୩ଟି ଏଫ୍ଆଇଆର୍ ଦାଖଲ, ୫ ଜଣ ଗିରଫ ହୋଇଛନ୍ତି*


admin 
