ଆଲକହଲ୍ ଯୁକ୍ତ ଔଷଧ ଉପରେ କଡ଼ା ନିୟମ...*

ଆଲକହଲ୍ ଯୁକ୍ତ ଔଷଧ ଉପରେ କଡ଼ା ନିୟମ...*

*ଆଲକହଲ୍ ଯୁକ୍ତ ଔଷଧ ଉପରେ କଡ଼ା ନିୟମ...* *ଆଲକହଲ୍ ଯୁକ୍ତ ଔଷଧର ଅପବ୍ୟବହାର ରୋକିବାକୁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ! ଏଣିକି ୧୨% ରୁ ଅଧିକ ଇଥାଇଲ୍ ଆଲକହଲ୍ ଥିବା ଏବଂ ୩୦ ମିଲିଲିଟରରୁ ବଡ଼ ବୋତଲରେ ବିକ୍ରି ହେଉଥିବା ଔଷଧଗୁଡ଼ିକୁ 'ସିଡ୍ୟୁଲ୍ H1' ଅଧୀନକୁ ଅଣାଯାଇଛି। 'ଡ୍ରଗ୍ସ ରୁଲ୍ସ, ୧୯୪୫'ରେ ସଂଶୋଧନ କରାଯାଇ ଏନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି।*