ଏକ କଦମ କନ୍ୟା କେ ଲିଏ ପାଇଁ ରୋଟାରୀ ପକ୍ଷରୁ ରlଲୀ  .

ଏକ କଦମ କନ୍ୟା କେ ଲିଏ ପାଇଁ ରୋଟାରୀ ପକ୍ଷରୁ ରlଲୀ  .

ଏକ କଦମ କନ୍ୟା କେ ଲିଏ ପାଇଁ ରୋଟାରୀ ପକ୍ଷରୁ ରlଲୀ  .


କନ୍ୟା ରତନ ର ମାନ ସମ୍ମାନ ସୁରକ୍ଷା ଓ ସ୍ବାଭିମାନ ପାଇଁ ଏକ କଦମ କନ୍ୟା କେ ଲିଏ  ଶୀର୍ଷକ ଏକ ରାଲୀ ରୋଟାରୀ କ୍ଳବ୍ ସଭାପତି ବିପ୍ର ଚରଣ ପାତ୍ର ଓ ସମ୍ପlଦକ ବିଜୟ ପଟ୍ଟନାୟକ ଙ୍କ ବଳିଷ୍ଠ ନେତୃତ୍ବରେ ସ୍ଥାନୀୟ ସଦର ମହକୁମା ଫୁଲବାଣୀ ଡାକ୍ତର ଖlନାରୁ ଏକ ରାଲୀ ବାହାରି କୋର୍ଟ ଛକ ଦେଇ ବିଜୁପଟ୍ଟନାୟକ ଛକ ରେ ପହଞ୍ଚି ଥିଲା l ପର୍ଯ୍ୟବେକ୍ଷକ ଭାବେ ଆସିଷ୍ଟାଣ୍ଟ ଗଭର୍ଣ୍ଣର୍ ସରୋଜ ଦାସ ଯୋଗ ଦେଇ କାର୍ଯକ୍ରମ କୁ ପରିଚାଳନା କରିଥିଲେ l ଏହି ଅବସରରେ ଏକ ସଚେତନତା ରଥ ସହର ପରିକ୍ରମା କରିଥିଲା l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ରୋଟlରିଆନ କେ ଜ୍ଞାନ ଦୋରା,ସୁନୀଲ ପଟ୍ଟନାୟକ, ପ୍ରକାଶ ପଣ୍ଡା, ରବୀ ନାରାୟଣ ସୁବୁଦ୍ଧି,ଧନଞ୍ଜୟ ସାର,ବିରଜା ନାହାକ, ବାବୁଲା ସାହୁ, ରୂପକ ମହାନ୍ତି, ସୋନ୍ତଶ ପଣ୍ଡା, ଉପେନ୍ଦ୍ର ମହାପାତ୍ର ପ୍ରଣୟ ସାମନ୍ତରାୟ, ପ୍ରମୁଖ ଯୋଗ ଦେଇ ଥିଲେ l ରାଲିରେ ବି ଏସ ସି ନର୍ସିଂ ଛାତ୍ରୀ, ରୋଟ୍ରାକ୍ଟ, ଶିକ୍ଷକ, ଶିକ୍ଷୟତ୍ରୀ ମହିଳା ସଙ୍ଗଠନ, ଏସ ଏଚ ଜି ମହିଳା ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରି କନ୍ୟା ରତନ ର ସୁରକ୍ଷା ପାଇଁ ବିଭିନ୍ନ ସ୍ଲୋଗାନ ମାନ ଦେଇଥିଲେ l