ଏପ୍ରିଲରେ_ମଦ_ଦୋକାନ_ପାଇଁ_ଲଟେରୀ

ଏପ୍ରିଲରେ_ମଦ_ଦୋକାନ_ପାଇଁ_ଲଟେରୀ

*ଏପ୍ରିଲରେ_ମଦ_ଦୋକାନ_ପାଇଁ_ଲଟେରୀ*

-ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏପ୍ରିଲରେ ମଦ ଦୋକାନ ପାଇଁ ହେବ ଲଟେରୀ

-ସୂଚନା ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

-‘ଆବଶ୍ୟକ ପଡ଼ିଲେ ଇଲେକ୍ଟ୍ରୋନିକ ଲଟେରୀ କରାଯିବ, ସ୍ୱଚ୍ଛ ପ୍ରକ୍ରିୟା ହେବ’

-‘ଗତଥର ଲଟେରୀ ପାଇଥିବା ଦୋକାନ ଗୁଡ଼ିକର ସମୟସୀମା ୩୧ରେ ସରୁଛି’

-‘୩ ଷ୍ଟାରରୁ ଅଧିକ ହୋଟେଲରେ ବାର୍‌ର ପ୍ରାବଧନ ଥିବାରୁ ଅନ୍‌ ସପ ଅନୁମତି’

-ନୂଆ ମଦ ଦୋକାନ ଖୋଲିବ ନାହିଁ କହିଲେ ମନ୍ତ୍ରୀ

-‘ଯେତିକି ଅଫ୍‌ ସପ ଥିଲା, ସେ ସବୁର MGER ସ୍ଥିର ହେବ’