ଏସ୍ସିବିରେ ମୁଖ୍ୟମନ୍ତ୍ରୀ
ଏସ୍ସିବିରେ ମୁଖ୍ୟମନ୍ତ୍ରୀ
ଏସ୍ସିବିରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ । ଆଇସିୟୁରେ ନିଆଁ ଲାଗି ୧୦ ଜଣ ଲୋକଙ୍କ ମୃତ୍ୟୁ
ସମସ୍ତ ୧୦ ଜଣ ମୃତକ ଙ୍କୁ ମୁଖ୍ୟମନ୍ତ୍ରୀ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ l


admin 
