ସନା ଅରବିନ୍ଦଙ୍କୁ ବିଜେଡ଼ିର ନୋଟିସ
*-ସନା ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡ଼ିର ନୋଟିସ୍*
*-୨ ନିଲମ୍ବିତ ବିଧାୟକଙ୍କୁ ନୋଟିସ୍ ଜାରି ହୋଇଛି କହିଲେ ଗୌତମ ବୁଦ୍ଧ ଦାସ*
*-ରାଜ୍ୟସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ନିର୍ଦ୍ଦେଶ*
*-'ଉଭୟ ଦଳରୁ ନିଲମ୍ବିତ ହୋଇଛନ୍ତି, ବହିଷ୍କୃତ ହୋଇନାହାନ୍ତି'*
*-'ହୁଇପ୍ ନ ମାନି ପାର୍ଟି ବାହାରେ ଭୋଟ୍ ଦେଲେ ରଦ୍ଦ ହେବ ସଭ୍ୟ ପଦ'*


admin 
