ବେଙ୍ଗାଳୁରୁ ଲବି, ୨ ଅଟକ: ଶିବକୁମାର
ବେଙ୍ଗାଳୁରୁରେ ଓଡ଼ିଶାର କଂଗ୍ରେସ ବିଧାୟକଙ୍କୁ ପ୍ରଭାବିତ ଉଦ୍ୟମ ଘଟଣା
ଓଡ଼ିଶାରୁ ଯାଇଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ଅଟକ
୨ ଜଣଙ୍କୁ ଅଟକ କରାଯାଇଛି କହିଲେ ଉପମୁଖ୍ୟମନ୍ତ୍ରୀ ଶିବକୁମାର
ରାଜ୍ୟସଭା ଭୋଟ୍ ପାଇଁ ୫ କୋଟି ଟଙ୍କା ପ୍ରସ୍ତାବ ଦେବା ମାନିଛନ୍ତି
୨ ଜଣ ପଳାଇଯାଇଥିଲା ବେଳେ, ଅନ୍ୟ ୨ ଜଣଙ୍କୁ ଧରାଯାଇଛି’


admin 
