ଖଇରା ବ୍ଲକ ପରିସରରେ ଜିଲ୍ଲାପାଳ ଓ ଏସପି ଙ୍କ ମିଳିତ ଜନଶୁଣାଣୀ
ବାଲେଶ୍ୱର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ଖଇରା ବ୍ଲକ ପରିସରରେ ଜିଲ୍ଲାପାଳ ଓ ଏସପି ଙ୍କ ମିଳିତ ଜନଶୁଣାଣୀ ଅଦ୍ୟ ତା 13/4/2026 ବୁଧବାର ହୋଉଛି, ଉକ୍ତ ଅଭିଯୋଗ ପ୍ରକୋଷ୍ଟ ରେ ଜିଲ୍ଲାପାଳ ମୟୁରବିକାଶ ଅଧ୍ୟକ୍ଷତା କରିଥିଲେ, ଗଣମାଧ୍ୟମ ପ୍ରତିନିଧି ରଘୁନାଥ ନାୟକ MDM. ଚାଉଳ ଓ SNB. ଚାଉଳ ବଣ୍ଟନର ଅନିୟମିତତା ହେଉଛି ବୋଲି ଅଭିଯୋଗ ହୋଉଛି, ଜିଲ୍ଲାପାଳ ଅଭିଯୋଗ ନମ୍ବର 1685, ମୂଳେ DEO ବାଲେଶ୍ୱର ଙ୍କୁ ତଦନ୍ତ ଭାର ଦିଆ ଯାଇଛି, ଡୁଙ୍ଗୁରା ସ୍ଥିତ ଶ୍ରୀ ସହଦେଵ ପ୍ରଧାନ ଙ୍କ ଘରେ SNB ଚାଉଳ ଷ୍ଟକ ରଖା ଯାଇଛି, ଓ ଡାଲଙ୍ଗ ସ୍ଥିତ ଶ୍ରୀ ପଦନ ସେଠି ଙ୍କ ଘରେ MDM ଚାଉଳ ଷ୍ଟକ ହେଉଛି ବେଆଇନ ଭାବେ, ଆଇନ ଗତ ବିହୀତ ପଦକ୍ଷେପ ନେବାକୁ ସାଧରଣରେ ଦାବୀ ହେଉଛି.


admin 
