୫ ଦିନ ପାଇଁ ଯୁଦ୍ଧ ସ୍ଥଗିତ- ଟ୍ରମ୍ପ

୫ ଦିନ ପାଇଁ ଯୁଦ୍ଧ ସ୍ଥଗିତ- ଟ୍ରମ୍ପ

*୫ ଦିନ ପାଇଁ ଯୁଦ୍ଧ ସ୍ଥଗିତ- ଟ୍ରମ୍ପ*

*-ଇରାନ ବିରୋଧରେ ଆକ୍ରମଣ ସ୍ଥଗିତ ରଖିଲା ଆମେରିକା*

*-୫ ଦିନ ପାଇଁ ସମସ୍ତ ପ୍ରକାର ଆକ୍ରମଣ ସ୍ଥଗିତ ଘୋଷଣା କଲେ ଟ୍ରମ୍ପ*

*-ପାୱାର ପ୍ଲାଣ୍ଟ ଓ ଏନର୍ଜୀ ଭିତ୍ତିଭୂମି ଉପରେ ମଧ୍ୟ ଆକ୍ରମଣ ସ୍ଥଗିତ*

*-ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଚାଲିଥିବା କହିଲେ ଟ୍ରମ୍ପ*

*-ଇରାନ୍ ସହ ଫଳପ୍ରଦ ଆଲୋଚନା, ପରବର୍ତ୍ତୀ ଆଲୋଚନାକୁ ଅପେକ୍ଷା*