ହର୍ମୁଜ ପ୍ରଣାଳୀରେ ଫୁଟିଲା ଗୁଳି.
*-ହୋଇପାରୁନି ବୁଝାମଣା; ହର୍ମୁଜ ପ୍ରଣାଳୀରେ ଗୁଳିର ଶଦ୍ଦ*
*-୨ଟି ଜାହାଜ ହର୍ମୁଜ ପାରି ଉଦ୍ୟମ ବେଳେ ଶୁଭିଲା ଗୁଳି ଶଦ୍ଦ*
*-କେଉଁ ଦେଶର ଜାହାଜ ହର୍ମୁଜ ପାର ହେଉଥିଲା ସ୍ପଷ୍ଟ ହୋଇନି*
*-ଆମେରିକାର ଆଭିମୁଖ୍ୟକୁ ଇରାନ ବୈଦେଶିକ ମନ୍ତ୍ରୀଙ୍କ କଡ଼ା ମନ୍ତବ୍ୟ*
*-ପୋର୍ଟକୁ ପ୍ରବେଶ ଉପରେ ଆମେରିକାର ବାଧାକୁ ଗ୍ରହଣ କରାଯିବନି କହିଲେ*
*-ଆମେରିକାର ଔପନିବେଶବାଦ ବନ୍ଦ ହେଉ , କୌଣସି ନିର୍ଦ୍ଦେଶ ମାନିବୁନି*
*-ଆମେରିକା କୌଣସି ଦେଶ ପାଇଁ ନିର୍ଦ୍ଦେଶ ଜାରି କରିପାରିବ ନାହିଁ*


admin 
