ବଢୁଛି ମହାନଦୀ

ବଢୁଛି ମହାନଦୀ

*-କଟକ: ମୁଣ୍ଡଳୀଠାରେ ବଢୁଛି ମହାନଦୀର ଜଳସ୍ତର*

*-ସେକେଣ୍ଡକୁ ୮ ଲକ୍ଷ ୭୩,୦୩୨ କ୍ୟୁସେକ୍‌ ଜଳ ନିଷ୍କାସନ*

*-ବର୍ତ୍ତମାନ ଅପ୍‌ ଷ୍ଟ୍ରିମ୍ ଜଳସ୍ତର ୯୪. ୦୦ ଫୁଟ୍ ରହିଛି*

*-ଡାଉନ୍‌ ଷ୍ଟ୍ରିମ୍ ଜଳସ୍ତର ୯୧.୩୦ ଫୁଟ୍ ଥିବା ସୂଚନା*