ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର କଣ୍ଠରୋଧ କରିବା ପାଇଁ ସାମ୍ବାଦିକ ଅନିଲ ପଣ୍ଡାଙ୍କ ନାମରେ ପ୍ରାୟୋଜିତ ମିଥ୍ୟା ଏତଲା ଦାୟର କରାଯିବା ଘଟଣାକୁ ଖଣ୍ଡପଡ଼ା ସାମ୍ବାଦିକ ସଂଘ ତୀବ୍ର ନିନ୍ଦା କରିଛି।

ସତ୍ୟ ଓ ନିର୍ଭୀକ ସାମ୍ବାଦିକତାକୁ ଦମନ କରିବାର ଏହି ପ୍ରୟାସ କେବେ ସଫଳ ହେବ ନାହିଁ।

ଏହି ମାମଲାର ସଠିକ ଭାବେ ସତ୍ୟାସତ୍ୟ ଅନୁସନ୍ଧାନ କରିବା ସହ କୌଣସି ଚାପର ବଶବର୍ତ୍ତୀ ନହୋଇ ନିଷ୍ପକ୍ଷ ଭାବେ ପୁଲିସ ପଦକ୍ଷେପ ଗ୍ରହଣ କରିବାକୁ ଖଣ୍ଡପଡ଼ା ଥାନାଧିକାରୀଙ୍କ ଜରିଆରେ ମାନନୀୟ ଆରକ୍ଷୀ ଅଧିକ୍ଷକ ଙ୍କୁ ଅନୁରୋଧ କରିଛନ୍ତି ।

ସତ୍ୟର ସ୍ୱରକୁ ଦମନ କରାଯାଇପାରିବ ନାହିଁ।

ବିଶେରେ ଖବର ଜିଲ୍ଲା ସ୍ୱତ୍ରନ୍ତ୍ର ପ୍ରତିନିଧି ସୁପ୍ରିୟା ଦାଶ