ବର୍ତ୍ତମାନର ସବୁଠୁ ବଡ଼ ଖବର-ବିଜେଡ଼ିର ୬ ବିଧାୟକ ଦଳରୁ ନିଲମ୍ବିତ.
*ବର୍ତ୍ତମାନର ସବୁଠୁ ବଡ଼ ଖବର-ବିଜେଡ଼ିର ୬ ବିଧାୟକ ଦଳରୁ ନିଲମ୍ବିତ..*
* *ରାଜନୈତିକ ବ୍ୟାପାର କମିଟିର ବଡ଼ ନିଷ୍ପତ୍ତି*
* *ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ନବୀନଙ୍କ ନିଷ୍ପତ୍ତି*
* *ଦେବୀରଂଜନ ତ୍ରିପାଠୀ ଓ ରମାକାନ୍ତ ଭୋଇ ନିଲମ୍ବିତ*
* *ବିଧାୟକ ନବ ମଲ୍ଲିକ ଓ ସୌଭିକ ବିଶ୍ବାଳ ନିଲମ୍ବିତ*
* *ଚକ୍ରମଣି କହଁର ଓ ସୁବାସିନୀ ଜେନା ବି ନିଲମ୍ବିତ*
* *ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ କରିଥିଲେ ୬ ଜଣ*


admin 
