ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ବେହାଲ
*ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ନୂଆପଡା, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ ତଥା ପାର୍ଶ୍ୱବର୍ତ୍ତୀ ବରଗଡ ଜିଲ୍ଲାରେ ଗତକାଲି ରାତିତମାମ ତୁହାକୁ ତୁହା ବୃଷ୍ଟିପାତ ଅନୁଭୂତ ହୋଇଥିବାରୁ ଆଜି ଏହି ଜିଲ୍ଲା ଗୁଡିକରେ ବହୁତ ଭାରି ରୁ ଅତ୍ୟନ୍ତ ଭାରି ବୃଷ୍ଟିପାତ ଅନୁଭୂତ ହେବାର ଯଥେଷ୍ଟ ଅଧିକ ସମ୍ଭାବନା*


admin 
