ଗୁଣୁପୁର ଦିବ୍ୟ ଦର୍ଶନ ଆଶ୍ରମ କୁମାର ପୁଣିମା ଉପଲକ୍ଷେ ସତ ସଙ୍ଗ ମହା ଧୁମ ଧାମ ରେ ପାଳିତ.

ଗୁଣୁପୁର ଦିବ୍ୟ ଦର୍ଶନ ଆଶ୍ରମ କୁମାର ପୁଣିମା ଉପଲକ୍ଷେ ସତ ସଙ୍ଗ ମହା ଧୁମ ଧାମ ରେ ପାଳିତ.

ଗୁଣୁପୁର ଦିବ୍ୟ ଦର୍ଶନ ଆଶ୍ରମ କୁମାର ପୁଣିମା ଉପଲକ୍ଷେ ସତ ସଙ୍ଗ ମହା ଧୁମ ଧାମ ରେ ପାଳିତ. Date:-07-10-25. ରାୟଗଡା ,,ଗୁଣୁପୁର 07/10/25 ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ଦିବ୍ୟ ଦର୍ଶନ ଆଶ୍ରମ ପରିସରରେ ଆଜି କୁମାରପୂଣ୍ଣିମା ଉପଲକ୍ଷେ ମହା ଆଡ଼ମ୍ବର ସହକାରେ ପାଳନ କରାଯାଉଛି । ଆଜିର ସତସଙ୍ଗ ରେ ରାୟଗଡା ଜିଲ୍ଲା ରୁ ଆସିଥିବା ଗୁରୁ ଭାଇ ସନ୍ତୋଷ କୁମାର ମହାପାତ୍ର ଏବଂ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଭାଇ ଆଜିର ସତ ସଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରବଚନ ଦେଇଥିଲେ ।ଆଜିର କାର୍ଯ୍ୟକ୍ରମରେ କୋଣ ଅନୁକୋଣ ରୁ ଆସିଥିବା ଗୁରୁ ଭାଇ ଓ ଗୁରୁ ଭଉଣୀ ଉପସ୍ଥିତ ରହି ପ୍ରବଚନ ଶୁଣି ନିଜର ଅଜ୍ଞାନ କୁ ଦୂର କରିବା ପାଇଁ ଏବଂ ଜ୍ଞାନଅର୍ଜନ କରିବା ଆଜିର ପ୍ରବଚନ ର ମୂଳ ତତ୍ତ୍ଵ ଏଣୁ ଏହି ପରି ପେକ୍ଷିରେ । ପ୍ରାୟ ଦୁଇ ଶହରୁ ଉର୍ଦ୍ଧ ଗୁରୁ ଭାଇ ଓ ଗୁରୁ ଭଉଣି ଉପସ୍ଥିତ ଦେଖିବାକୁ ମିଳିଥିଲା । ଶେଷରେ ସମସ୍ତ ଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରଖା ଯାଇଥିଲା । ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର ।