ଜଳ ହିଁ ଜୀବନ ଜଳ ନାହିଁତ ଜୀବନ ନାହିଁ ଏହା ଦେଖିବାକୁ ମିଳିଛି ପଦ୍ମପୁର ଅଞ୍ଚଳ ରେ

ଜଳ ହିଁ ଜୀବନ ଜଳ ନାହିଁତ ଜୀବନ ନାହିଁ ଏହା ଦେଖିବାକୁ ମିଳିଛି ପଦ୍ମପୁର ଅଞ୍ଚଳ ରେ

ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଜୁମୁରୁଗୁଡା ଗ୍ରାମ ରେ ପାଣି ର ଅଭାବ ଦିନକୁ ଦିନ ବଡ଼ିବାର ଲାଗିଛି ଆଜି ଡିବିଡିବା ଖରା ରେ ଜମୁରୁଗୁଡ଼ା ଗ୍ରାମ ବାସୀ ଖାଲି ହାଣ୍ଡି ଧରି ପଦ୍ମପୁର ପୁରୁଣା ବସଷ୍ଟାଣ୍ଡ ନିକଟରେ ମୁଖ୍ୟ ରାସ୍ତା କୁ ଅବରୋଧ କରି ଥିଲେ ଏଥିରେ ଶହ ଶହ ମହିଳା ଓ ପୁରୁଷ ମାନେ ଉପସ୍ଥିତ ରହିଥିଲେ । ଏବଂ ବିପଦର ବନ୍ଧୁ ଭାଇ ମାନେ ମଧ୍ୟ ଉପସ୍ଥିତ ଦେଖିବାକୁ ମିଳିଥିଲା ସ୍ଥାନୀୟ ବ୍ଲକ ଉନ୍ନୟନ ଅଧିକାରି ଏବଂ ପଦ୍ମପୁର ପୋଲିସ ଘଟଣା ସ୍ଥଳରେ ପହଁଚି ଲୋକ ମାନଙ୍କୁ ବୁଝାସୁଝା କରିଥିଲେ ।ଶେଷରେ ଲୋକ ମାନଙ୍କୁ ପଦ୍ମପୁର ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରି ପ୍ରତିସ୍ତୃତି ଦେଲା ପରେ ରାସ୍ତା ଅବରୋଧ ରୁ ହଟିଥିଲେ

ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର