ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବିଶ୍ଵ ରେଡକ୍ରସ ଦିବସ ପାଳନ
ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବିଶ୍ଵ ରେଡକ୍ରସ ଦିବସ ପାଳନ ଅବସରରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କ ଠାରୁ ଲାଇଫ ମେମ୍ବର ସମ୍ମାନପତ୍ର ଗ୍ରହଣ କରିବାସହ ଶିଶୁ ସୁରକ୍ଷା- ନାୟିକ ସଚେତନତା, ବାଲ୍ୟ ବିବାହ ଏବଂ ବିଦ୍ୟାଳୟ-କଲେଜ ସ୍ତରରେ ରେଡକ୍ରସର କାର୍ଯ୍ୟକ୍ରମକୁ ତ୍ୱରାନିତ କରିବାପାଇଁ ଜିଲ୍ଲାପାଳ ସମ୍ମତି ପ୍ରକାଶ କରିଲେ ଏବଂ ସମସ୍ତ ସହଯୋଗ ପ୍ରଦାନପାଇଁ ପ୍ରତିଶ୍ରୁତି ଦେଇଛନ୍ତି l ରେଡକ୍ରସ ଭଲ୍ଯୁଣ୍ଟlରି ଫୋରମ ଉତ୍ତମ ବ୍ୟବସ୍ଥା କରିଥିଲେ l
ବିଶେଷ ଖବର ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ସୁପ୍ରିୟା ଦାଶ


admin 
