ଡିଜେଲ୍ ଉପରେ ରପ୍ତାନୀ ଶୁଳ୍କ ବୃଦ୍ଧି
*-ଡିଜେଲ୍ ରପ୍ତାନୀ ଉପରେ ଶୁଳ୍କ ବୃଦ୍ଧି କଲେ ସରକାର*
*-ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ*
*-ଲିଟର ପ୍ରତି ୨୧ ଟଙ୍କା ୫୦ ପଇସାରୁ ୫୫ ଟଙ୍କା ୫୦ ପଇସାକୁ ବୃଦ୍ଧି*
*-ବିମାନ ଟର୍ବାଇନ୍ ଇନ୍ଧନ (ଏଟିଏଫ୍) ଶୁଳ୍କ ମଧ୍ୟ ବୃଦ୍ଧି*
*-ଏଟିଏଫ୍ ପ୍ରତି ଲିଟରରେ ୨୯ ଟଙ୍କା ୫୦ ପଇସାରୁ ୪୨ ଟଙ୍କାକୁ ବୃଦ୍ଧି*
*-ପେଟ୍ରୋଲ୍ ଉପରେ ରପ୍ତାନୀ ଶୁଳ୍କ ବୃଦ୍ଧି ନ ହୋଇ ଶୂନ୍ୟ ରହିଛି*


admin 
