ଖଣ୍ଡୋଲାଇଟ୍ରେ ଘର ନିର୍ମାଣ ଅଭିଯୋଗ ମିଛ: ବବିଙ୍କ ଦାଦା
*-ବବି ଦାସଙ୍କ ଘରେ ଖଣ୍ଡୋଲାଇଟ ବ୍ୟବହାର ଅଭିଯୋଗ ପ୍ରସଙ୍ଗ*
*-ପ୍ରେସମିଟ୍ରେ ଅଭିଯୋଗକୁ ମିଛ କହିଲେ ବବିଙ୍କ ଦାଦା ଯଯାତି କେଶରୀ*
*'-ଖଣ୍ଡୋଲାଇଟ୍ରେ ଘର ନିର୍ମାଣ ମିଛ , ରାଜସ୍ଥାନ ଯୋଧପୁରରୁ ପଥର ଆସିଛି'*
*'-ଏହି ବାସଭବନ ଏକୁଟିଆ ବବିଙ୍କ ନୁହେଁ , ସମସ୍ତ ପରିବାରର'*
*'-ରାଜନୈତିକ ଉଦ୍ଦେଶ୍ୟ ରଖି ପରିବାରକୁ ଟାର୍ଗେଟ କରାଯାଉଛି'*
*-ଆବଶ୍ୟକ ପଡ଼ିଲେ ଆଇନଗତ ସହାୟତା ନିଆଯିବ*


admin 
