*ଇରାନ୍ ପ୍ରସ୍ତାବକୁ ଟ୍ରମ୍ପଙ୍କ ଅଗ୍ରାହ୍ୟ*

*ଇରାନ୍ ପ୍ରସ୍ତାବକୁ ଟ୍ରମ୍ପଙ୍କ ଅଗ୍ରାହ୍ୟ*

*-ଇରାନ୍ ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ*

*-ଯୁଦ୍ଧ ବନ୍ଦ ପାଇଁ ଇରାନ୍‌ ପ୍ରସ୍ତାବ ଦେବା ଠିକ୍‌ ନୁହେଁ କହିଲେ ଟ୍ରମ୍ପ*

*-ହ୍ୱାଇଟ୍ ହାଉସ୍‌ରେ ଜାତୀୟ ସୁରକ୍ଷା ବୈଠକରେ ଇରାନ୍‌ ପ୍ରସ୍ତାବର ସମୀକ୍ଷା*

*-ହର୍ମୁଜ୍ ପ୍ରଣାଳୀ ଉପରୁ ପ୍ରତିବନ୍ଧକ ଉଠାଇବାର ନାହିଁ ବୋଲି କହିଲେ ଟ୍ରମ୍ପ*